ଶିକ୍ଷା ୧: ନିଜ ବାପାମାଆଙ୍କ କଥା ମାନ
ଆମେ ବାପାମାଆଙ୍କ କଥା କାହିଁକି ମାନିବା ଉଚିତ୍ ? ଏହି ଭିଡିଓ ଦେଖନ୍ତୁ ଏବଂ ଜାଣନ୍ତୁ ଯେ ସୋନୁ କିପରି ନିଜ ବାପାମାଆଙ୍କ କଥା ମାନିବା ଶିଖେ ।
ଆପଣଙ୍କୁ ହୁଏତ ଏହା ବି ଭଲ ଲାଗିବ
ଭିଡିଓ
ଯିହୋବାଙ୍କ ସାଙ୍ଗମାନଙ୍କଠାରୁ ଶିଖନ୍ତୁ
ବାଇବଲରେ ଦିଆଯାଇଥିବା ଏପରି ଲୋକମାନଙ୍କଠାରୁ ଶିଖନ୍ତୁ ଯେଉଁମାନେ ଯିହୋବାଙ୍କ ସାଙ୍ଗ ହୋଇପାରିଲେ ।
ବାଇବଲରୁ ଜାଣନ୍ତୁ
ଖେଳ ଖେଳରେ ଶିଖ
ଆପଣଙ୍କ ପିଲାମାନଙ୍କୁ ବାଇବଲ ଆଧାରିତ ନୈତିକ ଶିକ୍ଷା ଦେବା ପାଇଁ ଶିଖିବାର ମଜାଦାର୍ ଉପାୟର ସାହାଯ୍ୟ ନିଅନ୍ତୁ।