ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
ପରମେଶ୍ୱରଙ୍କ ତରଫରୁ କʼଣ ଖୁସିର ଖବର ଅଛି? ଏହି ପୁସ୍ତିକାଟି ବାଇବଲର ସାଧାରଣ ପ୍ରଶ୍ନଗୁଡ଼ିକର ଉତ୍ତର ଦିଏ।
ଏହି ପୁସ୍ତିକାରୁ ଆପଣ କେମିତି ଲାଭ ପାଇପାରିବେ
ଏହି ପୁସ୍ତିକାଟି ପରମେଶ୍ୱରଙ୍କ ବାକ୍ୟ ବାଇବଲରୁ ସିଧାସଳଖ ଶିଖିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବ। ଏଥିରେ ଥିବା ବାଇବଲ ପଦଗୁଡ଼ିକୁ ଆପଣଙ୍କ ନିଜ ବାଇବଲରେ ପଢ଼ନ୍ତୁ।
ପାଠ
ଖୁସିର ଖବରଟି କʼଣ?
ପରମେଶ୍ୱରଙ୍କ ତରଫରୁ ଖବରଟି କʼଣ, ଆଜି ଏହି ଖୁସିର ଖବର ପ୍ରତି ଧ୍ୟାନ ଦେବା କାହିଁକି ଜରୁରୀ ଏବଂ ଆମେ କʼଣ କରିବା ଉଚିତ୍, ଜାଣନ୍ତୁ।
ପାଠ
ଖୁସିର ଖବର କʼଣ ପ୍ରକୃତରେ ପରମେଶ୍ୱରଙ୍କ ତରଫରୁ ଅଟେ?
ବାଇବଲର ବାର୍ତ୍ତା ସତ୍ୟ ଅଟେ ବୋଲି ଆମେ କାହିଁକି ନିଶ୍ଚିତ ହୋଇପାରିବା?
ପାଠ
ଯୀଶୁ ଖ୍ରୀଷ୍ଟ କିଏ ଅଟନ୍ତି?
ଯୀଶୁ କାହିଁକି ଜୀବନ ଦେଲେ, ମୁକ୍ତିର ମୂଲ୍ୟ କʼଣ ଏବଂ ସେ ବର୍ତ୍ତମାନ କʼଣ କରୁଛନ୍ତି, ଜାଣନ୍ତୁ।
ପାଠ
ପୃଥିବୀ ପାଇଁ ପରମେଶ୍ୱରଙ୍କ ଉଦ୍ଦେଶ୍ୟ କʼଣ?
ବାଇବଲ କହେ ଯେ ପରମେଶ୍ୱର ପୃଥିବୀକୁ କାହିଁକି ସୃଷ୍ଟି କଲେ, ଦୁଃଖକଷ୍ଟର ସମାପ୍ତି କେବେ ହେବ, ପୃଥିବୀର ଏବଂ ଏଥିରେ ଥିବା ଲୋକଙ୍କ ଭବିଷ୍ୟତ କʼଣ ହେବ।
ପାଠ
ମରିଯାଇଥିବା ଲୋକଙ୍କ ପାଇଁ କʼଣ ଆଶା ଅଛି?
ଆମେ ମରିଗଲା ପରେ କʼଣ ହୁଏ? ମରିଯାଇଥିବା ଆମ ପ୍ରିୟଜନଙ୍କୁ ଆମେ କେବେ ପୁଣିଥରେ ଦେଖିପାରିବା କି?
ପାଠ
ପରମେଶ୍ୱର ଦୁଷ୍ଟତା ଏବଂ ଦୁଃଖକଷ୍ଟକୁ କାହିଁକି ଅନୁମତି ଦେଇଛନ୍ତି?
ଦୁଷ୍ଟତାର ଆରମ୍ଭ କିପରି ହେଲା ଏବଂ ପରମେଶ୍ୱର ଏହାକୁ କାହିଁକି ଅନୁମତି ଦେଇଛନ୍ତି? ଦୁଃଖକଷ୍ଟ କେବେ ସମାପ୍ତ ହେବ କି?
ପାଠ
ଆପଣଙ୍କ ପରିବାର କିପରି ଖୁସିରେ ରହିପାରିବ ?
ଆନନ୍ଦିତ ପରମେଶ୍ୱର ଯିହୋବା ଚାହାନ୍ତି ଯେ ପରିବାରଗୁଡ଼ିକ ଖୁସିରେ ରହନ୍ତୁ। ପତି, ପତ୍ନୀ, ପିତାମାତା ଏବଂ ପିଲାମାନଙ୍କ ପାଇଁ ବାଇବଲର ବ୍ୟବହାରିକ ଉପଦେଶଗୁଡ଼ିକ ଜାଣନ୍ତୁ।
ପାଠ
ଆପଣ ସତ୍ୟ ଧର୍ମକୁ କିପରି ଚିହ୍ନିପାରିବେ?
କʼଣ କେବଳ ଗୋଟିଏ ହିଁ ସତ୍ୟ ଧର୍ମ ଅଛି? ସତ୍ୟ ଧର୍ମକୁ ଚିହ୍ନିବା ପାଇଁ ପାଞ୍ଚଟି ଲକ୍ଷଣ ଦେଖନ୍ତୁ।
ପାଠ
ବାଇବଲ ସିଦ୍ଧାନ୍ତରୁ ଆମକୁ କିପରି ଲାଭ ମିଳେ?
ଯୀଶୁ କହିଥିଲେ ଯେ ଆମକୁ ମାର୍ଗଦର୍ଶନ କାହିଁକି ଦରକାର ହୁଏ ଏବଂ ବାଇବଲର କେଉଁ ଦୁଇଟି ସିଦ୍ଧାନ୍ତ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ।
ପାଠ
ଆପଣ ପରମେଶ୍ୱରଙ୍କ ମିତ୍ର କିପରି ହୋଇପାରିବେ?
ପରମେଶ୍ୱର କʼଣ ସମସ୍ତଙ୍କ ପ୍ରାର୍ଥନା ଶୁଣନ୍ତି, ଆମେ କିପରି ପ୍ରାର୍ଥନା କରିବା ଉଚିତ୍, ଏବଂ ପରମେଶ୍ୱରଙ୍କ ମିତ୍ର ହେବା ପାଇଁ ଆମେ କʼଣ କରିପାରିବା, ତାହା ଜାଣନ୍ତୁ।
ପାଠ
ଦୁନିଆର ଧର୍ମଗୁଡ଼ିକର କʼଣ ହେବ?
କʼଣ କେବେ ଏମିତି ସମୟ ଆସିବ, ଯେତେବେଳେ ସମସ୍ତେ ଏକତାର ସହିତ କେବଳ ଏକମାତ୍ର ସତ୍ୟ ପରମେଶ୍ୱରଙ୍କୁ ଉପାସନା କରିବେ?
ପାଠ
ପରମେଶ୍ୱର ଏକ ସଂଗଠନ କାହିଁକି ଆରମ୍ଭ କଲେ?
ବାଇବଲ କହେ ଯେ ପ୍ରକୃତ ଖ୍ରୀଷ୍ଟିୟାନମାନେ ଆଜି କାହିଁକି ଓ କିପରି ସଂଗଠିତ ହୋଇଛନ୍ତି।
ପାଠ
ଆପଣ ବାଇବଲ ବିଷୟରେ ଶିଖିବା କାହିଁକି ଜାରି ରଖିବେ?
ବାଇବଲ ବିଷୟରେ ଶିଖିବା ଜାରି ରଖିଲେ ଆପଣ କʼଣ ଲାଭ ପାଇବେ? ପରମେଶ୍ୱର ଏବଂ ତାଙ୍କ ବାକ୍ୟ ବିଷୟରେ ଆପଣଙ୍କ ଜ୍ଞାନରୁ ଅନ୍ୟମାନେ କିପରି ଲାଭ ପାଇପାରିବେ? ପରମେଶ୍ୱରଙ୍କ ସହିତ ଆପଣ କି ସମ୍ପର୍କ ରଖିପାରିବେ?