‘ପରମେଶ୍ୱରଙ୍କ ତରଫରୁ ଖୁସିର ଖବର’ ଭିଡିଓ ସିରିଜ୍‌

ପରମେଶ୍ୱରଙ୍କ ନାମ ଅଛି କି ?

ପରମେଶ୍ୱରଙ୍କ ଅନେକ ଉପାଧି ଅଛି, ଯେପରି— ସର୍ବଶକ୍ତିମାନ, ସୃଷ୍ଟିକର୍ତ୍ତା, ଈଶ୍ୱର ଓ ପ୍ରଭୁ । କିନ୍ତୁ ବାଇବଲରେ ପରମେଶ୍ୱରଙ୍କ ନାମ ୭,୦୦୦ ଥର ମିଳେ ।

ବାଇବଲ ପରମେଶ୍ୱରଙ୍କ ତରଫରୁ ଅଟେ ବୋଲି ଆମେ କାହିଁକି ନିଶ୍ଚିତ ହୋଇପାରିବା ?

ଯଦି ବାଇବଲ ଈଶ୍ୱରଙ୍କ ତରଫରୁ, ତେବେ ଏହା ପୃଥିବୀର ସମସ୍ତ ବହିଠାରୁ ଭିନ୍ନ ହେବା ଉଚିତ୍‌ ।

ପ୍ରକୃତରେ ବାଇବଲର ଲେଖକ କିଏ ?

ଯଦି ଏହା ମଣିଷଙ୍କ ଦ୍ୱାରା ଲିଖିତ, ତେବେ କʼଣ ଏହାକୁ ଈଶ୍ୱରଙ୍କ ବାକ୍ୟ ବୋଲି କହିବା ଠିକ୍‌ ? ବାଇବଲରେ କାହାର ଚିନ୍ତାଧାରା ରହିଛି ?

ଯୀଶୁ କାହିଁକି ଜୀବନ ଦେଲେ ?

ବାଇବଲରେ ଯୀଶୁଙ୍କ ମୃତ୍ୟୁକୁ ବହୁତ ମହତ୍ତ୍ୱ ଦିଆଯାଇଛି । କʼଣ ତାଙ୍କ ମୃତ୍ୟୁ ପଛରେ କିଛି ଖାସ୍‌ ଉଦ୍ଦେଶ୍ୟ ଥିଲା ?

ପରମେଶ୍ୱର ପୃଥିବୀକୁ କାହିଁକି ସୃଷ୍ଟି କଲେ ?

ଆମ ପୃଥିବୀର ଦୃଶ୍ୟ ବହୁତ ସୁନ୍ଦର । ଏହା ସୂର୍ଯ୍ୟଠାରୁ ସଠିକ୍‌ ଦୂରତାରେ ଅଛି, ସଠିକ୍‌ କୋଣରେ ଢଳି ରହିଛି ଏବଂ ସଠିକ୍‌ ବେଗରେ ବୁଲୁଛି । ଈଶ୍ୱର ପୃଥିବୀକୁ ଏତେ ଭାବିଚିନ୍ତି କାହିଁକି ସୃଷ୍ଟି କରିଛନ୍ତି ?

ପରମେଶ୍ୱରଙ୍କ ରାଜ୍ୟ କʼଣ ?

ଯୀଶୁ ପୃଥିବୀରେ ଥିବା ସମୟରେ ଲୋକମାନଙ୍କୁ ବିଶେଷ କରି ପରମେଶ୍ୱରଙ୍କ ରାଜ୍ୟ ବିଷୟରେ କହୁଥିଲେ । ତେବେଠାରୁ ତାହାଙ୍କ ଶିଷ୍ୟମାନେ ପ୍ରାର୍ଥନା କରିଆସୁଛନ୍ତି ଯେ ଏ ରାଜ୍ୟ ଶୀଘ୍ର ଆସୁ ।

ମରିଯାଇଥିବା ଲୋକେ କେଉଁ ଅବସ୍ଥାରେ ଅଛନ୍ତି ?

ବାଇବଲ ପ୍ରତିଜ୍ଞା କରେ ଯେ ଏପରି ସମୟ ଆସିବ, ଯେବେ ଆମ ଆତ୍ମୀୟମାନଙ୍କୁ ପୁଣିଥରେ ଜୀବିତ କରାଯିବ, ଯେପରି ଲାଜାରଙ୍କୁ କରାଯାଇଥିଲା ।

ପରମେଶ୍ୱର ଦୁଃଖକଷ୍ଟକୁ କାହିଁକି ଅନୁମତି ଦେଇଛନ୍ତି ?

ଅନେକ ଲୋକ ଭାବନ୍ତି ଯେ ଜଗତରେ ଏତେ ଦୁଃଖକଷ୍ଟ ଏବଂ ଲୋକଙ୍କଠାରେ ଏତେ ଘୃଣାଭାବ କାହିଁକି ରହିଛି । ଏ ପ୍ରଶ୍ନର ସଠିକ୍‌ ଉତ୍ତର ବାଇବଲରେ ମିଳେ, ଯେଉଁଥିରୁ ଆମକୁ ବହୁତ ସାନ୍ତ୍ୱନା ମିଳେ ।

ସବୁ ରାସ୍ତା ପରମେଶ୍ୱରଙ୍କ ପାଖକୁ ନେଇଯାଏ କି ?

ଅନେକ ଲୋକ ଭାବନ୍ତି ଯେ ସବୁ ଧର୍ମ ସମାନ ।

ପରମେଶ୍ୱର କʼଣ ସମସ୍ତଙ୍କ ପ୍ରାର୍ଥନା ଶୁଣନ୍ତି ?

ଯଦି ଜଣେ ବ୍ୟକ୍ତି ନିଜ ସ୍ୱାର୍ଥପର ଇଚ୍ଛା ପାଇଁ ପ୍ରାର୍ଥନା କରେ କିମ୍ବା ଯଦି ଜଣେ ପତି ନିଜ ପତ୍ନୀକୁ ମାଡ଼ପିଟ କରେ, ଆଉ ତାʼପରେ ପରମେଶ୍ୱରଙ୍କୁ ଆଶିଷ ପାଇଁ ପ୍ରାର୍ଥନା କରେ, ତେବେ ପରମେଶ୍ୱର କʼଣ ତାʼର ପ୍ରାର୍ଥନା ଶୁଣିବେ ?